ମେଡିକାଲ୍ କଲେଜରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ : ୨ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ବର: ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଆନ୍ତଃରାଜ୍ୟ ଠକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ ବୋଲି କହି ଜଣେ ଛାତ୍ରୀଙ୍କଠାରୁ ୨ ଆନ୍ତଃରାଜ୍ୟ ଠକ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରେ ସେଦୁହେଁ … Continue reading ମେଡିକାଲ୍ କଲେଜରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ : ୨ ଆନ୍ତଃରାଜ୍ୟ ଠକ ଗିରଫ